30-ଦିନିଆ ଆହ୍ୱାନ - ଦିବସ 8 ପ୍ରାର୍ଥନା ଓ ଧନ୍ୟବାଦ ଅର୍ପଣ ପରମେଶ୍ୱରଙ୍କ ଉତ୍ତମତା ପାଇଁ ତାଙ୍କୁ ପ୍ରଶଂସା କରନ୍ତୁ ସବୁକିଛି ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଦିଅନ୍ତୁ ନିଜର ଭୁଲ ସ୍ୱୀକାର କରନ୍ତୁ କ୍ଷମା ମାଗନ୍ତୁ ଏବଂ ତାଙ୍କୁ ଧନ୍ୟବାଦ ଦିଅନ୍ତୁ ଆପଣଙ୍କ ଦେଶର ନେତାମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଆପଣଙ୍କୁ ଦୃଢ଼ କରିବା ପାଇଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ ବାଇବଲ ପଢ଼ନ୍ତୁ ଗୀତସଂହିତା 8 ପଢ଼ନ୍ତୁ ଯୋହନ 8 ପଢ଼ନ୍ତୁ ସପ୍ତାହ 2 ମଣ୍ଡଳୀ ଏହି ସପ୍ତାହରେ ଥରେ ପରମେଶ୍ୱରଙ୍କ ଆରାଧନା କରିବା ପାଇଁ ଅନ୍ୟମାନଙ୍କ ସହିତ ଭେଟନ୍ତୁ।